ବୌଦ୍ଧ ଓ ବଲାଙ୍ଗୀରରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ

ଆଜି ରାଜ୍ୟରେ 9 ଟି ସ୍ଥାନରେ 44 ଡିଗ୍ରୀ ଉପରେ ତାପମାତ୍ରା ଥିବା ବେଳେ 21 ଟି ସ୍ଥାନରେ 40 ଡିଗ୍ରୀ ଉପରେ ରହିଛି l ବୌଦ୍ଧ ଓ ବଲାଙ୍ଗୀରରେ 45 ଡିଗ୍ରୀ ଥିବା ବେଳେ ଟିଟିଲାଗଡ଼ରେ ରହିଛି 45.5 ଡିଗ୍ରୀ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes