ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସିନେଟ୍ ହଲ ଠାରେ ଆଜି କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଙ୍କ ଅଧ୍ୟକ୍ଷତାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
ଅବସର ଗ୍ରହଣ କରିଥିବା ସେକସନ୍ ଅଫିସର ବି.ଶ୍ୟାମ ସୁନ୍ଦର, ଟାଇପ ସୁପରିଟେଣ୍ଡେଣ୍ଟ ପ୍ରଫୁଲ୍ଲ କୁମାର ମହାରଣା,ଗ୍ରନ୍ଥାଗାର ର ପ୍ରଫେସନାଲ ଆସିଷ୍ଟାଣ୍ଡ ବାସନ୍ତୀ ପଟନାୟକ, ଏଟେଣ୍ଡେର ଉପେନ୍ଦ୍ର ସାମନ୍ତରା ଙ୍କୁ ମାନପାତ୍ର ସହ ଉପଡୋକନ ପ୍ରଦାନ କରିଥିଲେ।ଅବଶିଷ୍ଟ ଜୀବନ ସୁଖମୟ ଆରୋଗ୍ୟ କାମନା କରିଥିଲେ।