ବୌଦ୍ଧରେ ପ୍ରବଳ ବର୍ଷା, ଘର ଭିତରେ ପଶିଲା ଡ୍ରେନ ପାଣି

ଆଜି ଅପରାହ୍ଣରେ ମୌସୁମୀ ବର୍ଷା ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ଏନ:ଏ:ସି:ର ରାଜନୀପାଲି ଗ୍ରାମରେ ଘରମାନଙ୍କରେ ଡ୍ରେନ ପାଣି ପଶିଥିବା ଦେଖିବାକୁ ମିଳିଛି।

ଫଳରେ ଘର ଭିତରେ ବର୍ଷା ପାଣି ଲହଡି ଭାଙ୍ଗୁଥିବା ଦେଖା ଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes