ପଞ୍ଚାୟତ ବିଭାଜନ ୬ବର୍ଷ ପରେ ବି ମୂଳ ପଞ୍ଚାୟତରୁ ମିଳୁଛି ଖାଉଟି ସାମଗ୍ରୀ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ପଞ୍ଚାୟତ ବିଭାଜନ ହୋଇ ଖଳିଆଭଟା ଓ ସିନ୍ଧକା ଗୁଡ଼ା ପଞ୍ଚାୟତ ହେବାର ୬ବର୍ଷ ବିତି ଯାଇଥିଲେ ମଧ୍ୟ ମୂଳ ପଞ୍ଚାୟତ ବାନେରରୁ ହିତାଧିକାରୀ ଖାଉଟି ସାମଗ୍ରୀ ଚାଉଳ, ଗହମ ଓ କିରୋସିନ ପାଉଥିବା କହିଛନ୍ତି ।

ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ହିତାଧିକାରୀ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes