ବୋଲେରୋକୁ ଧକ୍କା ଦେଲା ଟ୍ରକ, ପରିବାରର ତିନି ମୃତ

ମୟୁରଭଞ୍ଜ ଜିଲ୍ଳାର ବାଙ୍ଗିରିପୋଷି ଘାଟିରେ ଆଜି ସନ୍ଧ୍ୟାରେ ଏକ ବୋଲେରୋକୁ ଟ୍ରକ ଧକ୍କା ଦେବାରୁ ଜଣେ ମହିଳାଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି l ଜଣେ ନାବାଳକ ଓ ଜଣେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଛି l
ବୋଲେରୋରେ ଗୋଟିଏ ପରିବାରର ସଦସ୍ୟ ଥିଲେ ବୋଲି ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes