ଆସନ୍ତାକାଲି ଭୁବନେଶ୍ୱର ଆସିବେ ଦ୍ରୌପଦୀ ମୁର୍ମୁ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସି ଭିନ୍ନ ଭିନ୍ନ ଭାବେ ବିଜେପି ଓ ବିଜେଡ଼ିର ସାଂସଦ ଓ ବିଧାୟକ ମାନଙ୍କୁ ଭେଟି ନିଜ ପାଇଁ ସମର୍ଥନ ଲୋଡିବେ l
ଦ୍ରୌପଦୀଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି l ବିମାନବନ୍ଦରରେ ତାଙ୍କୁ ପାରମ୍ପରିକ ଲୋକନୃତ୍ୟରେ ସ୍ୱାଗତ କରାଯିବ ଏବଂ ସେଠାରୁ ପ୍ରଥମେ ରାଜ୍ୟ ଅତିଥି ଭବନ ଓ ପରେ ବିଧାନସଭାକୁ ଯିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes