ବେନିୟମ ଗ୍ୟାସ ଗୋଦାମ ଠାରେ ଅଗ୍ନିକାଣ୍ଡ ଘଟି ଜଣେ ମୃତ

ସମ୍ବଲପୁର ସହରର କାଇଁସିର ଠାରେ ଥିବା ଏକ ବେନିୟମ ଗ୍ୟାସ ଗୋଦାମ ଠାରେ ଆଜି ସକାଳ ୮ଟା ୩୦ରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି।

ଏହି ଗ୍ୟାସ ଗୋଦାମଟି ବିନା ଲାଇସେନ୍ସରେ ଚାଳୁଥିବା ବେଳେ ଏଠି ୩୨ଟି ଗ୍ୟାସ ବେନିୟମ ଭାବରେ ଗଚ୍ଛିତ ହୋଇ ରହିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes