ବିଶ୍ବ ତମାଖୁ ଦିବସରେ ବାଳୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା

ଆଜି ବିଶ୍ବ ତମାଖୁ ଦିବସରେ ପୁରୀ ବେଳାଭୂମିରେ ବାଳୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସିଗାରେଟ୍ ଉପରେ କଙ୍କାଳ ଶୋଇଥିବା ବାଳୁକା କଳା କରିଛନ୍ତି ସୁଦର୍ଶନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes