ବେତନଟୀରେ ଉଡ଼ାପର୍ବ ଧୂମଧାମରେ ପାଳିତ

ଆଜି ପବିତ୍ର ଅକ୍ଷୟତୃତୀୟା ଅବସରରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଷ୍ଟେସନ ପଡିଆରେ ଉଡ଼ାପର୍ବ ବହୁ ଧୂମଧାମରେ ପାଳିତ ହୋଇଯାଇଛି l

କୋରାନ ପାଇଁ କିଛି ବର୍ଷ ଧରି ଲୋକଶୂନ୍ୟ ଭାବେ ପାଳନ ହେଉଥିବା ଏହି ପର୍ବ ଆଜି ଶହ ଶହ ଲୋକଙ୍କ ସମାଗମ ହୋଇଥିଲା l କିଛି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀମାନେ ମିଶି ଏହି ପର୍ବ ପାଳନର କାର୍ଯ୍ୟଭାର ହାତକୁ ନେଇ ଉଡ଼ାପର୍ବକୁ ବେତନଟୀରେ ସଫଳ କରେଇପାରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes