୪୦ ଲକ୍ଷ ଚାଷୀଙ୍କୁ ମିଳିଲା ୮୦୪ କୋଟି କାଳିଆ ଟଙ୍କା

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ 40 ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର କିସ୍ତି ଭାବେ 804 କୋଟି ଟଙ୍କା ପ୍ରଦାନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes