ବେକରେ ଗାମୁଛା ଲଗାଇ ନାବାଳକ ଆତ୍ମହତ୍ୟା

ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର‌ ଗ୍ରାମର ଉପ୍ରା ବିଦ୍ୟାଳୟ ପଛପଟେ ବେକରେ ଗାମୁଛା ଲଗାଇ ଆଜି ହେମ ନାଏକ ( ୧୫) ନାମକ ଜଣେ ନାବାଳକ ଆତ୍ମହତ୍ୟା କରିଛି।

ଏନେଇ ଅନୁଗୁଳ ସଦର ଥାନା ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes