କେନ୍ଦ୍ରୀକ ବିଦ୍ୟାଳୟରେ ପାଣି ଓ ବିଜୁଳି ସମସ୍ୟା ନେଇ ଦାବିପତ୍ର

ଅନୁଗୁଳ ଜିଲ୍ଲାର କେନ୍ଦ୍ରୀକ ବିଦ୍ୟାଳୟ ୧ରେ ପିଇବା ପାଣି ଓ ବିଜୁଳି ସମସ୍ୟା ନେଇ ଆଜି ଅଭିଭାବକମାନଙ୍କ ପକ୍ଷରୁ ଏଡିଏମ ରଜନୀକାନ୍ତ ସ୍ବାଇଁଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes