ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାକୁ ଦାବି

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବା ଦାବିରେ ଆମ୍ ଆଦମୀ ପାର୍ଟି ତରଫରୁ ଉପଜିଲ୍ଲାପାଳଙ୍କୁ ଆଜି ଏକ ଦାବିପତ୍ର ଦିଆଯାଇଛି ।

ଆମ୍ ଆଦମୀ ପାର୍ଟି ସୁବର୍ଣ୍ଣପୁରର ସମ୍ପାଦକ ସୁରେଶ ପଣ୍ଡାଙ୍କ ନେତୃତ୍ୱରେ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ବୀରମହାରାଜପୁର ଉପଜିଲ୍ଲାପାଳଙ୍କୁ ଏହି ଦାବି ପତ୍ର ଦିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes