ବୀଣାପାଣି ମହାନ୍ତି ପାଇଥିବା ସମ୍ମାନ ଓ ପୁରସ୍କାର

ପଦ୍ମଶ୍ରୀ-୨୦୨୦, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ (ପାଟଦେଇ), ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୯,
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୯ (କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ),
ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ),
ଶାରଳା ପୁରସ୍କାର, ୨୦୧୦,
ସାହିତ୍ୟ ଭାରତୀ ସମ୍ମାନ, ୨୦୦୨,ଧରିତ୍ରୀ କ୍ଷୁଦ୍ରଗଳ୍ପ ସମ୍ମାନ ୧୯୮୦,ବିଷୁବ ପୁରସ୍କାର ୨୦୦୦ ପାଇଥିଲେ ବୀଣାପାଣି ମହାନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes