ଅସ୍ଥାୟୀ ପୋଲ ଉପରୁ ଡ୍ରେନ ଭିତରକୁ ଖସିଲା ସ୍କୁଟି

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ନିଳାଦ୍ରୀ ବିହାର ରାସ୍ତାରେ ଅସ୍ଥାୟୀ ପୋଲ ଉପରୁ ସ୍କୁଟି ସହ ଜଣେ ଚାଳକ ଡ୍ରେନ ଭିତରକୁ ଖସିପଡିଥିବା ବେଳେ ଅଗ୍ନିଶମ ବିଭାଗ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ନୀଳାଦ୍ରୀ ବିହାର ରାସ୍ତାରେ ଡ୍ରେନ ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ଜାରି ରିରହିଥିବାରୁ ଅସ୍ଥାୟୀ ପୋଲ ନିର୍ମାଣ ହୋଇଛି । ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes