ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଡେଉଁର ଗ୍ରାମର ସୁକୁମାର ନାୟକଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।
ଆଜି ସକାଳେ ଘର ପାଖରେ ଥିବା ପଡ଼ିଆକୁ ପାଇଖାନା ଯାଇଥିଲେ ସେଠାରେ ତାଙ୍କୁ ବିଷଧର ସାପ କାମୁଡିଥିଲା। ଘର ଲୋକେ ଜାଣିପାରି ଜଳେଶ୍ୱର ଡାକ୍ତରଖାନାକୁ ନେଇଯାଇଥିଲେ ପରେ କଟକ ବଡ଼ ଡାକ୍ତର
ଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି।