ଲ୍ୟାମ୍ପରେ ଜୁନ ୧୯ରେ ନିର୍ବାଚନ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସମବାୟ ସମିତିର ନିର୍ବାଚନ ଆସନ୍ତା ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏଥିରେ ୧୫ଟି ଜୋନରେ ୨୭୪ଜଣ ଭୋଟର ରହିଥିବା ବେଳେ ୧୫ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ । ଏହି ନିର୍ବାଚନକୁ ସମବାୟ ନିରୀକ୍ଷକ ବିଭୁତି ଭୂଷଣ ବେହେରା ପରିଚାଳନା କରିଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes