ବିଷାକ୍ତ ଖାଦ୍ୟ ଖାଇ ପୁଅ-ଝିଅ ମୃତ, ମା’ ଗୁରୁତର

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ଗୁମା ଗାଁରେ ଏହି ଘଟଣା ଘଟିଛି। ୨ ବର୍ଷର ପୁଅ ଓ ୪ ବର୍ଷର ଝିଅର ମୃତ୍ୟୁ ହୋଇଥିବା ବେଳେ ମା’କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ଖାଦ୍ୟ ଖାଇବା ପରେ ସମସ୍ତଙ୍କର ବାନ୍ତି ହୋଇଥିଲା। ସମସ୍ତଙ୍କୁ ହସ୍ପିଟାଲ ନିଆଯିବା ପରେ ୨ଜଣଙ୍କୁ ମୃତ୍ୟୁ ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes