ଚୋରା ଗଂଜେଇ ବ୍ୟବସାୟୀ ଗିରଫ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅବକାରୀ  ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ଜଣେ ଗଂଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ତା ନିକଟରୁ ୧ କେ ଜି ୮୫୦ ଗଂଜେଇ ଜବତ କରାଯାଇଛି । 

ଗିରଫ ଅଭିଯୁକ୍ତ ଜଣକ ହେଲେ ଖୁଣ୍ଟା ଥାନା ଓଲଗଡ଼ିଆ ଗ୍ରାମର ଦାସରଥ ଗିରି ବୋଲି ଜଣାପଡିଛି । 

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes