ବିଶ୍ୱବିଦ୍ୟାଳୟରେ ପ୍ରଥମ ବାର୍ଷିକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବକ୍ତୃତା

ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ବାର୍ଷିକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବକ୍ତୃତା ଆଜି ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରତ୍ନତତ୍ତ୍ୱବିତ୍ ତଥା ଆମେରିକାର ୱିସ୍‌କନ୍‌ସିନ୍‌ ମାଡିସନ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗର ପ୍ରଫେସର ଜୋନାଥନ୍‌ ମାର୍କ କେନୋୟାର୍ “ସିନ୍ଧୁ ସଭ୍ୟତାର ଉତ୍ପତ୍ତି ଓ ପରବର୍ତ୍ତୀ କାଳରେ ଏହାର ପ୍ରଭାବ” ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ।ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସା ସଭାପତିତ୍ୱ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes