ବିଶ୍ୱକପ ହକି ଉଦଘାଟନୀ ଉତ୍ସବରେ ମୁତୟନ ରହିବେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୨ ଶହ ଅଫିସର

ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ବଲିଉଡ କଳାକାରଙ୍କ ସୁରକ୍ଷା ଓ ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବାଲିଯାତ୍ରା ତଳପଡ଼ଇା ଓ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।ବାରବାଟୀ ଷ୍ଟାଡିଅମ ଭିତରକୁ ଦିନ ୨ଟା ୩୦ରୁ ପ୍ରବେଶ ପାଇଁ ଅନୁମତି ମିଳିଛି। ଷ୍ଟାଡିଅମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେ ନାହିଁ ଦର୍ଶକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes