ବିଶ୍ଵ ରକ୍ତଦାତା ଦିବସରେ ଗୋପୀନାଥ ପରିଡା ଫାଉଣ୍ଡେସନକୁ ମାନପତ୍ର

ଆଜି ବିଶ୍ଵ ରକ୍ତଦାତା ଦିବସ ଅବସରରେ ରେଡ଼କ୍ରସ ପକ୍ଷରୁ କପ୍ତିପଦା ଉପଖଣ୍ଡ ଗୋପୀନାଥ ପରିଡା ଫାଉଣ୍ଡେସନକୁ ମାନପତ୍ର ମିଳିଛି ।

ସାମାଜିକ ଦାୟିତ୍ୱବୋଧ, ମାନବ କଲ୍ୟାଣ, ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ଫାଉଣ୍ଡେସନର ଚେୟାରମ୍ୟାନ ଚନ୍ଦ୍ରଶେଖର ପରିଡା ପ୍ରକାଶ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes