ନିଯୁକ୍ତି ଦାବିରେ ଜମିହରା ଗ୍ରାମବାସୀଙ୍କ ଆନ୍ଦୋଳନ

ବିଆରଜି‌ ପ୍ଲାଣ୍ଟ ପାଇଁ ଜମିହରା ହୋଇଥିବା ଅନୁଗୁଳ ଜିଲ୍ଲା କୂଷୁପୁଙ୍ଗା ଗ୍ରାମର ଗ୍ରାମବାସୀ ପ୍ଲାଣ୍ଟରେ ଗ୍ରାମବାସୀଙ୍କ ନିଯୁକ୍ତି ଦାବିରେ ଆଜି ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes