ବିଶ୍ଵ ଧରିତ୍ରୀ ଦିବସ ଅବସରରେ ଶପଥ ପାଠ

ଶିଶୁ ଓ ମହିଳା ବିକାଶ କେନ୍ଦ୍ର ଓ ଆକ୍ସନ ଏଡ୍ ର ମିଳିତ ଆନୁକୁଲ୍ୟରେ ଭୁବନେଶ୍ବର ନୀଳମାଧବ ବସ୍ତି ଠାରେ ବିଶ୍ଵ ଧରିତ୍ରୀ ଦିବସ ପାଳନ କରାଯାଇଛି।

ମାଟି, ଜଳ ଓ ପବନ କୁ ଆଗାମୀ ବଂଶଧର ଙ୍କ ପାଇଁ ସୁରକ୍ଷିତ ରଖିବା ପାଇଁ ଶପଥ ପାଠ ସହ ବୃକ୍ଷ ରୋପଣ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes