ଭୁବନେଶ୍ୱରରେ ଆଜିକାର ତାପମାତ୍ରା ୪୦.୮ ଡିଗ୍ରୀ

ଆଜି ଭୁବନେଶ୍ୱରରେ ଚଳିତ ଗ୍ରୀଷ୍ମ ଋତୁରେ ସର୍ବୋଚ୍ଚ ତାପମାତ୍ରା 40.8 ଡିଗ୍ରୀ ରେକର୍ଡ କରାଯାଇଛି l ଗତ 18 ତାରିଖରେ ସହରରେ ତାପମାତ୍ରା ଥିଲା 40.2 ଡିଗ୍ରୀ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes