ବିଶ୍ରାମ ଘର ପାଇଁ ଯାତ୍ରୀଙ୍କ ଦାବି

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ୧୬ଜାତୀୟ ରାଜପଥ ମାର୍କୋଣା ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ବିଶ୍ରାମ ଘର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀ କହିଛନ୍ତି।

ସୂଚନା ଅନୁଯାୟୀ, ଯାତ୍ରୀମାନେ ଭଦ୍ରକ ଆଡକୁ ଗଲେ ପ୍ରଚଣ୍ଡ ଖରାରେ ଦୀର୍ଘ ସମୟ ଧରି ବସକୁ ଅପେକ୍ଷା କରୁଛନ୍ତି। ଯଥା ଶୀଘ୍ର ଏକ ୱେଟିଙ୍ଗ ରୁମ କରିବାକୁ ଯାତ୍ରୀମାନେ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes