ବିଶେଶ୍ବର ପାଲି ଶିଶୁ ସଦନରେ ଜିଲ୍ଲା ପରିଦର୍ଶନ କମିଟି

ସୋନପୁର ସଦର ବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଶେଶ୍ବରପାଲି ଶିଶୁ ସଦନକୁ ସୋନପୁର ପରିଦର୍ଶନ କମିଟି ପହଁଞ୍ଚି ତଦାରଖ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ପିଓ ବିଜୟକୁମାର ବିଶ୍ବାଳ, ମଙ୍ଗଳ କମିଟ ଅଧ୍ଯକ୍ଷ ମଧୁସୂଦନ ପଧାନ ସମାଜ ସେବୀ ରେଣୁକା ମିଶ୍ର ସ୍କୁଲ ପରିଦର୍ଶନ କରି ଭଲମନ୍ଦ ବୁଝିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes