ଧର୍ମଦାଣ୍ଡି ନାଳାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ପାଇଁ ପତ୍ର

ଆଜି ସୁବର୍ଣ୍ଣପୁର ଜିଲ୍ଲାର ମେଗାଲିଫ୍ଟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଧର୍ମଦାଣ୍ଡି ନାଳରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ତୁରନ୍ତ ଆରମ୍ଭ ପାଇଁ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଶୁଖା, କରଲାଜୁରୀ, ଇଚ୍ଛାପୁର ଆଦି ପଞ୍ଚାୟତର ଚାଷ ଜମିକୁ ଜଳଯୋଗାଣ ଉଦ୍ଦେଶ୍ୟରେ ଧର୍ମଦାଣ୍ଡି ନାଳରେ ଏହା ସ୍ଥାପନ ପାଇଁ ୨୦୧୯ ମସିହାରେ ତତ୍କାଳୀନ ଜଳସେଚନ ମନ୍ତ୍ରୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes