ବିଶିଷ୍ଟ ଜ୍ୟୋତିର୍ବିଦ ଓ ଶିକ୍ଷାବିତ ଅମରେନ୍ଦ୍ର ମିଶ୍ରଙ୍କ ପରଲୋକ

ବିଶିଷ୍ଟ ଜ୍ୟୋତିର୍ବିଦ ତଥା ଶିକ୍ଷାବିତ୍ ଅମରେନ୍ଦ୍ର ମିଶ୍ରଙ୍କ ଆଜି ସନ୍ଧ୍ୟାରେ ତାଙ୍କ ନିଜ ସହର ବଲାଙ୍ଗୀରରେ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି।

ଜ୍ୟୋତିଷ ବିଦ୍ୟାରେ ତାଙ୍କ ଅଗାଢ ଜ୍ଞାନ ଯୋଗୁଁ ରାଜ୍ୟରେ ସେ ଖୁବ୍ ଜଣା ଶୁଣା ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes