ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରିଛନ୍ତି ସୁକଦେବ

ବିଶ୍ଵ ଶାନ୍ତି ଓ ଭାରତ ବାସୀଙ୍କ ସୁଖ ସମୃଦ୍ଧି ପାଇଁ କାମନା କରି ତଥା ଏ ନେଇ ଲୋକଙ୍କୁ ସଚେତନ ବାର୍ତ୍ତା ଦେବାକୁ ଛତିଶଗଡ ରାୟପୁରର ବାସିନ୍ଦା ସୁକଦେବ ସାହୁ ଗତ ୮ ତାରିଖ ଠାରୁ ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରି ଆଜି ସୋନପୁର ଠାରେ ପହଞ୍ଚିଛନ୍ତି ।

ଆସନ୍ତାକାଲି ସେ ପୁରୀ ଜଗନ୍ନାଥ ଧାମ ଅଭିମୁଖେ ବାହାରିବେ ବୋଲି ପ୍ରକାଶ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes