ବିଲାତି ଦରକୁ ନେଇ ହଟଚମଟ, କିଲୋ ୧୨୦ ଟଙ୍କା

ରାଜ୍ୟର କେତେକ ସ୍ଥାନରେ ବିଲାତି ବା ଟମାଟୋ ଦର ଅହେତୁକ ଭାବେ ବୃଦ୍ଧି ପାଇଁ ଶହେ ଟଙ୍କାକୁ ଛୁଇଁଥିବା ଦେଖିବାକୁ ମିଳିଛି l ଏପରିକି କେତେକ ସ୍ଥାନରେ ବିଲାତି କିଲୋ 110/120 ଟଙ୍କାରେ ମଧ୍ୟ ବିକ୍ରି ହେଉଥିବା ଖାଉଟି କହିଛନ୍ତି।

ଏ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାର ଦରବୃଦ୍ଧିରେ ଲଗାମ ଦେବାକୁ ଅନୁରୋଧ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes