ଅନନ୍ୟାଙ୍କ ହାତ ଧରିଲେ ବିଧାୟକ ସୌଭିକ ବିଶ୍ୱାଳ

ଚୌଦ୍ୱାର -କଟକ ବିଧାୟକ ସୌଭିକ ବିଶ୍ୱାଳ ପବିତ୍ର ଲକ୍ଷ୍ମୀନାରାୟଣ ବ୍ରତରେ ଗତକାଲି ପୁରୀ -କୋଣାର୍କ ମେରାଇନ ଡ୍ରାଇଭର ଏକ ରିସର୍ଟରେ ସହପାଠିନୀ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିବାପରିବାର ସୂତ୍ରରୁ ପ୍ରକାଶ l

କଟକ ମହାନଦୀ ବିହାର ସ୍ଥିତ ବାସଭବନରୁ ସୌଭିକ ବରବେଶ ହୋଇ ଗତକାଲି ସକାଳେ ବାହାରି ଭୁବନେଶ୍ୱରର ଗ୍ରୀନ ରିସର୍ଟକୁ ଆସିଥିଲେ l ସେଠାରୁ ଆତ୍ମୀୟ ସ୍ୱଜନଙ୍କ ସହ ଯାଇ ବିବାହ ମଣ୍ଡପରେ ପହଂଚିଥିଲେ ଏବଂ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes