ବିଭିନ୍ନ ଦାବି ନେଇ ଆମ ଆଦମୀ ପାର୍ଟିର ରାଲି

ବିରମହାରାଜପୁର ମୁଖ୍ୟ ଛକ ଠାରୁ ଆରମ୍ଭ କରି ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ l

ଏହି ଦଳର ଅନେକ ଗୁଡିଏ ଦାବି ଥିଲା। ବୀରମହାରାଜପୁରକୁ ବିଜ୍ଞାପିତ ପରିଷଦ ଅଞ୍ଚଳ ଘୋଷଣା କରାଯାଉ ବୋଲି ପ୍ରଥମ ଦାବି ରଖିଛି ପାର୍ଟି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes