ସ୍ତ୍ରୀକୁ ଇଟାରେ ଛେଚି ହତ୍ୟା କଲା ସ୍ବାମୀ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଯମନକିରା ଥାନା ନୂଆଡିହି ଗାଁରେ ହତ୍ୟାକାଣ୍ଡ ଘଟିଛି।

ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes