ବିଭିନ୍ନ କୋଠାରେ ଅଗ୍ନିଶମ ବିଭାଗର ଯାଞ୍ଚ

ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଖୋର୍ଦ୍ଧା ସହରର ବିଭିନ୍ନ କଲ୍ୟାଣ ମଣ୍ଡପ, ସରକାରୀ କୋଠା, ହୋଟେଲ ଇତ୍ୟାଦିରେ ଯାଞ୍ଚ ଆରମ୍ଭ ହୋଇଛି l
ବିଭିନ୍ନ କୋଠାର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଅଛିକି ନାହିଁ ଏବଂ ଏ ନେଇ କଣ ବ୍ୟବସ୍ଥା ଅଛି ତାହାର ତଦାରଖ ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes