ବିନିକା ଠାରେ ଚଳିତ ରବି ଋତୁର ଧାନ କିଣା ଆରମ୍ଭ

ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଠାରେ ଜୟ ମା’ ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଚଳିତ ରବି ଋତୁର ଧାନ କିଣା ଆରମ୍ଭ ହୋଇଛି ।

ଜିଲ୍ଲାରେ ଚଳିତ ରବି ଋତୁରେ ୫୮ଟି ପ୍ୟାକ୍ସ ଓ ୩୫ଟି ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ କିଣାଯିବାର ବ୍ୟବସ୍ଥା ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes