ବିପିଏଲ ସିଜନ-୩,ଅତୁଳକୁ ହରାଇ ଆନ୍ୟା ବିଜୟୀ

ବିନିକା ସ୍ପୋର୍ଟସ କ୍ଲବ ତରଫରୁ ଚାଲିଥିବା ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଅନୁଷ୍ଟିତ ଦ୍ଵିତୀୟ ମ୍ୟାଚରେ ଆନ୍ୟା ସ୍ପୋଟିଙ୍ଗ ଅତୁଳ-୧୧କୁ ୪୦ରନ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲା ।

ଏଥିରେ ସରକାରୀ ଓକିଲ ଜୟପ୍ରକାଶ ପ୍ରଧାନ,ଯୁବ ଓକିଲ ରଘୁନାଥ କୁମ୍ଭାର,ଗୋବିନ୍ଦା ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes