ବିନିକା ପାପକ୍ଷୟ ଠାରେ ଆଜି କୋଶଳ ଜ୍ୟୋର୍ତିଜ୍ଞାନ ପଣ୍ଡିତ ମହାସଭା ଅନୁଷ୍ଠିତ ହୋଇଛି।
ଏଥିରେ ରାଜ୍ୟର ୧୫ଜିଲ୍ଲାରୁ ପଣ୍ଡିତ ମାନେ ଯୋଗ ଦେଇ ବିବାହ,ବ୍ରତ,କର୍ମକାଣ୍ଡ, ଜ୍ୟୋର୍ତିବିଦ୍ୟା,ବାସ୍ତୁ ବିଦ୍ୟା ତଥା ଅନେକ ସମସ୍ୟା,ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା।
Credible Local News of Odisha