ତ୍ରିକୁଟଗିରିରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ସ୍ଥିତ ତ୍ରିକୁଟ ପାହାଡରେ ଥିବା ପାତାଳୀ ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ସହ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି ।

ସମସ୍ତ ନିତିକାନ୍ତି ପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା ଓ ପରେ ସେବାୟତଙ୍କ ଦ୍ବାରା ପ୍ରଭୁଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା ।ମହାପ୍ରଭୁଙ୍କ ଗଜାନନ ବେଶକୁ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଦର୍ଶନ କରିଥିବା ଗୋପିନାଥ କୁରୁକୁରିଆ ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes