ବିନିକା ଅଞ୍ଚଳରେ ଲଗାଣ ବର୍ଷା,ଗାଁ ଦାଣ୍ଡରେ ପାଣିର ସୁଅ

ଆଜି ସକାଳ ଠାରୁ ଅଦ୍ୟାବଧି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ଗାଁ ଦାଣ୍ଡ ରାସ୍ତାରେ ୧ଫୁଟରୁ ୨ଫୁଟ ପାଣି ସୁଅ ଛୁଟିଛି ।

ବର୍ଷା ଲାଗି ରହିଥିବାରୁ ଲୋକେ ଘରୁ ବାହାରକୁ ବାହାରି ପାରୁନଥିବା ଦେଖିବାକୁ ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes