ଲଗାଣ ବର୍ଷାରେ ଫୁଲବାଣୀ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ

ସାଲୁଙ୍କି ନଦୀ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ପ୍ରକୃତି ବିହାର ଓ ମୁଖ୍ୟବଜାର ମ୍ୟୁନିସିପାଲଟି ରାସ୍ତାରେ ଆଣ୍ଠୁଏ ପାଣି ଚାଲିଛି।

ନାରାୟଣୀ ମନ୍ଦିର ପାଖ ଶିଶୁପାର୍କର ପାଚେରୀ ଭାଙ୍ଗିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes