ବିନିକାରେ ପ୍ରବଳ ବର୍ଷା ଜାରି

ଆଜି ଦିନ ୨ଟା ଠାରୁ ବିନିକା ସହର ସମେତ ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ଜାରି ରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡିଛି ।

ରାସ୍ତାମାନଙ୍କରେ ପାଣିର ସୁଅ ଛୁଟିଛି । ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ି ମଟର ଚଳାଚଳ ଆଂଶିକ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes