କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଶିବିର

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ନୂତନ ଜିଲ୍ଲାପାଳ ପି.ଅନ୍ନେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି ।

ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଉପରେ ଅବଗତ ହୋଇ ସମାଧାନ କରିଥିଲେ । ନୂତନ ଜିଲ୍ଲାପାଳ ଆସିବା ପରେ ଅଭିଯୋଗ ଗୁଡ଼ିକ ତ୍ୱରିତ ସମାଧାନ ହେବ ବୋଲି ଲୋକେ ଆଶା ରଖିଥିବା ପ୍ରକାଶ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes