ବିନା ଲାଇସେନ୍ସରେ ଖାଦ୍ୟ ବିକ୍ରି,ଦୋକାନୀଙ୍କ ଉପରେ ଚଢ଼ାଉ

ସମ୍ବଲପୁର ସହରରେ ମହାନଗର ନିଗମ ଠାରୁ ଫୂଡ଼ ଲାଇସେନ୍ସ ଅନୁମତି ନ ନେଇ ବେଆଇନ ଭାବରେ ଦୋକାନ କରିଥିବା ଦୋକାନୀଙ୍କ ବିରୋଧରେ ଆଜି ମହାନଗର ନିଗମ ଚଢଉ କରିଛି

ଆଜି ମହାନଗର ନିଗମର ଖାଦ୍ୟ ନିରାପତ୍ତା ଅଧିକାରୀ ଙ୍କ ନେତୃତ୍ୱରେ ସହରର କଚେରି ଅଞ୍ଚଳରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ କରାଯାଇ ବିଭିନ୍ନ ଦୋକାନରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes