ଅଧିବକ୍ତା ପରିଷଦ ସମ୍ବଲପୁର ତରଫରୁ ଓକିଲ ଦିବସ

ଅଧିବକ୍ତା ପରିଷଦ,ସମ୍ବଲପୁର ତରଫରୁ ଆଜି ସହରର ସାମ୍ବାଦିକ ଭବନ ଠାରେ ଆଇନଜିବୀ ଦିବସ” ଓ “ସମରସତା ଦିବସ” ପାଳଠ କରାଯାଇଛି ।ଏଥିରେ ଅଧିବକ୍ତା ପରିଷଦ,ସମ୍ବଲପୁର ର ବହୁ ସଭ୍ୟ ଉପସ୍ଥିତ ରହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes