ବିଧାୟକ ଓ ମନ୍ତ୍ରୀମାନଙ୍କ କ୍ବାର୍ଟର୍ସ ଆଗରେ ଶିକ୍ଷକଙ୍କ ଧାରଣା

ବିଭିନ୍ନ ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିକୁ ବିଧାନସଭାରେ ଉଠାଇବାକୁ ଅନୁରୋଧ କରିଛନ୍ତି ଶିକ୍ଷକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes