ଗୁଳିମାଡ଼ରେ ଢାବା ମାଲିକ ରମେଶ ଚାତମ୍ବଙ୍କର ମୃତ୍ୟୁ

ସୁନ୍ଦରଗଡ଼ ବଣାଇଁ ମାଲଦାରେ ଢାବା ମାଲିକ ସହ ବଚସା ପରେ ୪ ରାଉଣ୍ଡ ଗୁଳି ଚଳାଇଛନ୍ତି ଦୁର୍ବୃତ୍ତ।

ତିନିଜଣ ଦୁର୍ବୃତ୍ତ ଏକ ନମ୍ଵର ବିହୀନ ପଲ୍ସରରେ ଆସିଥିଲେ । ଗୁଳିମାଡ଼ରେ ଢାବା ମାଲିକ ରମେଶ ଚାତମ୍ବଙ୍କର ମୃତ୍ୟୁ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes