ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରିଆ ଗ୍ରାମ ଘଟିଛି ଏହି ଘଟଣା।
ଆଜି ଘରେ ଭିତରେ ଖେଳୁଥିବା ସମୟରେ ଘରେ ଲାଗିଥିବା ଥିବା ପଙ୍ଖାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେହି ଗ୍ରାମର ରଘୁନାଥ ମୁର୍ମୁଙ୍କ ଝିଅ ଲକ୍ଷ୍ମୀ ପ୍ରିୟା ମୁର୍ମୁ(୬)ର ମୃତ ହୋଇଛି ।
Credible Local News of Odisha