ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଡୋଲ ଅଧିନସ୍ଥ ଜଙ୍ଗଲରୁ ପ୍ରତିଦିନ ଚୋରି ହେଉଥିବା ମୂଲ୍ୟବାନ ଗଛ ଗୁଡ଼ିକର ସୁରକ୍ଷା ପାଇଁ ଆଜି ବନ ଅଧିକାରୀ ଗୋପାଳ ପଣ୍ଡାଙ୍କ ନେତୃତ୍ୱରେ କାଠ ମାଫିଆଙ୍କୁ ଧରିବା ପାଇଁ ଜଙ୍ଗଲ ଭିତର ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରାଯାଇଥିଲା ।
Credible Local News of Odisha