ବିଦ୍ୟାଧର ପୁରରେ ଅଭାବନୀୟ ଅଗ୍ନିକାଣ୍ଡ

ନିଂଆ ଲାଗି ଜଳିଗଲା 8 ବଖରା ଘର , 10 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ସମ୍ପତ୍ତି ପୋଡି ପାଉଂଶ , ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।ଏହାର କାରଣ ଅସ୍ପଷ୍ଟ ରହିଛି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes